0 Comment
ଭୁବନେଶ୍ୱର : ଶିକ୍ଷା ବର୍ଷ ୨୦୨୩ – ୨୪ର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଅନ୍ଲାଇନ୍ ଆଡମିଶନ ପ୍ରକ୍ରିୟା ସରିଲା ପରେ ମୋଟ ୫ , ୨୦ , ୯୨୦ ଆସନ ମଧ୍ୟରୁ ୪ , ୧୧ , ୮୨୬ ଜଣ ବିଦ୍ୟାର୍ଥୀ ଏକାଦଶ ଶ୍ରେଣୀ ପାଇଁ ନାମ ଲେଖାଇଛନ୍ତି । ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଯେଉଁ ଛାତ୍ରଛାତ୍ରୀ ଅଦ୍ୟାବଧୂ ଏକାଦଶ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି, ତାଙ୍କୁ ପୁନଶ୍ଚ ସୁଯୋଗ ଦେବା ନିମିତ୍ତ ତୃତୀୟ... Read More