0 Comment
କେନ୍ଦୁଝର, ତା.୨୯/୦୯/୨୦୨୩ ରିଖ କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ୬୯ ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଶ୍ରୀ କାନନ ବିହାରୀ ପହିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ସଭାପତି ଶ୍ରୀଯୁକ୍ତ ପହି ତାଙ୍କ ବକ୍ତବ୍ୟରେ ଉକ୍ତ ବ୍ୟାଙ୍କ୍ ୧୯୫୦ ମସିହାରୁ ଆରମ୍ଭ ହୋଇ ଆଜି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରି ରାଜ୍ୟରେ ଏକ ଅଗ୍ରଣୀ ସମବାୟ ବ୍ୟାଙ୍କ୍ ରୂପେ କିପରି ପ୍ରତିଷ୍ଠିତ ହୋଇଛି । ଡା.୩୧।୦୩।୨୦୨୩ ସୁଦ୍ଧା ବ୍ୟାଙ୍କର ଅଂଶଧନ ଟ.୬୨୩୩.୨୬ ଲକ୍ଷ, ଜମା... Read More