0 Comment
ପୁରୀ : ଶ୍ରୀମନ୍ଦିରରେ ଜଣେ ସେବା ନିବୃତ୍ତ ସିଂହାରୀ ସେବାୟତ ପୁଣି କାର୍ଯ୍ୟରେ ନିୟୋଜିତ ହେବାକୁ କେନ୍ଦ୍ର କରି ହୋଇଥିବା ବିବାଦର ସମାଧାନ ହୋଇଛି । ଏହି ବିବାଦ ଯୋଗୁଁ ମଙ୍ଗଳ ଆଳତି ପରେ ଶ୍ରୀଜିଉଙ୍କ ନୀତିକାନ୍ତି ଆଗେଇ ପାରିନଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ ସେବାୟତ ମାନଙ୍କ ସହ ଆଲୋଚନା କରିବା ପରେ ବିବାଦର ସମାଧାନ ହୋଇଛି। ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ପରେ ଅବକାଶ ନୀତି ହେବ । ସେବାୟତଙ୍କ ସହ ଆଲୋଚନା... Read More