0 Comment
ନୂଆଦିଲ୍ଲୀ : ଜଳୁଛି ପ୍ୟାରିସ । ନାବାଳକଙ୍କୁ ଟ୍ରାଫିକ ପୋଲିସର ଗୁଳିମାଡ଼କୁ ନେଇ ପ୍ୟାରିସରେ ବ୍ୟାପକ ହିଂସାକାଣ୍ଡ । ଦୁଇ ଦିନ ହେବ ହେଲା ଫ୍ରାନ୍ସ ଜଳୁଛି । ହଜାର ହଜାର ଲୋକ ବୁଧବାର ରାତିରୁ ପ୍ୟାରିସ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରଦର୍ଶନକାରୀ ଅନେକ ବିଲ୍ଡିଂ ଓ କାରକୁ ନିଆଁ ଲଗେଇ ଦେଇଛନ୍ତି । ୧୫୦ରୁ ଅଧିକ ପ୍ରଦର୍ଶନକାରୀ ଗିରଫ ହେଲେଣି । ହିଂସାକାଣ୍ଡରେ ୨୪ ପୋଲିସ ଅଧିକାରୀ ଆହତ ହୋଇଛନ୍ତି । ୪୦ଟି... Read More