0 Comment
ଭୁବନେଶ୍ୱର : ଚନ୍ଦକା-ଡମପଡ଼ା ଅଭୟାରଣ୍ୟର କୁମାରଖୁଣ୍ଟି ହାତୀଙ୍କ ପାଠଶାଳାରେ ଆସନ୍ତା ୬ ତାରିଖରୁ ପାଠପଢା ଆରମ୍ଭ ହୋଇଯିବ । ଏହାକୁ ଉଦଘାଟନ କରିବେ ପିସିସିଏଫ୍ ସୁଶାନ୍ତ ନନ୍ଦ । ହାତୀଙ୍କୁ ତାଲିମ ଦେବା ଲାଗି ୪ ଓଡ଼ିା ମାହୁନ୍ତଙ୍କ ସମେତ ଆସାମ୍ର ୨ ଜଣ ଦକ୍ଷ ଟ୍ରେନର୍ ଆସି ପହଞ୍ଚିଛନ୍ତି । ଦିନେ ଦୁଇ ଦିନ ଭିତରେ ଏଠାକୁ ୭ ହାତୀଛୁଆ ଆସିଯିବେ । ଢେଙ୍କନାଳ କପିଲାସରେ ତିବା କାର୍ତ୍ତିକ, ଉମା, ପଦ୍ମା, ଶ୍ୟାମା ଓ ସିବାଙ୍କୁ... Read More