ଉମରକୋଟ: ନିର୍ବାଚନ ବେଳେ କାର୍ଯ୍ୟରତ ଜଣେ ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆଜି ବାଇକ ଧକ୍କାରେ ଜଣେ ପୋଲିଂ କର୍ମଚାରୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିର୍ବାଚନ ଡ୍ୟୁଟିକୁ ଆସିଥିବାବେଳେ ବୁଥ ସମ୍ମୁଖରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସ୍ବାମୀ ବିବେକାନନ୍ଦ ସ୍କୁଲ ବସରୁ ଓହ୍ଲାଇବା ବେଳେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ସେ ଗୁରୁତର ହୋଇଥିବାପଡ଼ିଥିବାବେଳେ ପରବର୍ତ୍ତି ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

May 11, 2024
0 Comment
119 Views
ବାଇକ ଧକ୍କାରେ ପୋଲିଂ କର୍ମଚାରୀ ମୃତ
by Editor