0 Comment
କଟକ : ବଢ଼ିଲା ଜୟନାରାୟଣଙ୍କ ଅଡ଼ୁଆ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ଥିବା ଦୁଇଟି ମାମଲାରେ ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଗୋଟିଏ ମାମଲାରେ ଆଗୁଆ ଜାମିନ ଖାରଜ ହୋଇ ଯାଇଥିବା ବେଳେ ଅନ୍ୟ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଓଡିଶା ହାଇକୋର୍ଟ। ମହିଳା ଆଇଆଇସି ଆକ୍ରମଣ ମାମଲାରେ ସମ୍ବଲପୁର ଟାଉନ ଥାନାରେ ରୁଜ୍ଜୁ ମାମଲାରେ ତାଙ୍କ ଆଗୁଆ ଜାମିନ ଖାରଜ କରି... Read More