0 Comment
କେନ୍ଦୁଝର, ବୁଧବାର ଦିନ କେନ୍ଦୁଝର ନାଗରିକ ମଂଚ ର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ସାହୁ ଏବଂ କେନ୍ଦୁଝର ସଦର ବିଧାୟକ ମାନ୍ୟବର ମୋହନ ଚରଣ ମାଝୀ ଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ୱୀନୀ ବୈଷ୍ଣବଙ୍କୁ ସାକ୍ଷାତ କରି କେନ୍ଦୁଝର ଜିଲ୍ଲା ପ୍ରତି ରେଳବାଇ ବିଭାଗର ଅବହେଳା ବିଷୟରେ ଅବଗତ କରାଇ ଥିଲେ। କେନ୍ଦୁଝର ବାସୀଙ୍କ ଦିର୍ଘ ଦିନର ଏକ ପ୍ରମୁଖ ଦାବୀ ଯାହାକି କେନ୍ଦୁଝର ଦେଇ ଦିଲ୍ଲୀ ରେଳ ଚଳାଚଳ ପାଇଁ ଥିଲା,ତାକୁ... Read More