0 Comment
ଭୁବନେଶ୍ୱର – ପାଣିପାଗ ବିଭାଗର ପୂର୍ବାନୁମାନ ଠିକ୍ ସାବ୍ୟସ୍ତ ହୋଇଛି । ଏ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୫ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି ତାତି । ବୋୖଦ୍ଧ ଓ ବାରିପଦା ସହରରେ ତାତି ୪୫ ଡିଗ୍ରୀ ସେଲସିୟସ ଡେଇଁଛି । ଉଭୟ ସହରରେ ଆଜି ସର୍ବାଧିକ ତାପମାତ୍ରା ୪୫ ଦଶମିକ ୨ ଡିଗ୍ରୀ ସେଲସିୟସ ରହିଛି। ଗତକାଲି ଉଭୟ ସହରରେ ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିଥିଲା । ଏପରିକି ବୋୖଦ୍ଧ ଥିଲା... Read More