0 Comment
ଭୋପାଳ: ନାମିବ୍ୟାରୁ ଅଣାଯାଇଥିବା ପାଞ୍ଚ ବର୍ଷର ଏକ ମାଈ ଚିତା ‘ଶାଶା’ର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ମୃତ୍ୟୁ ହୋଇଛି। ଶାଶା କିଡନୀ ସମସ୍ୟାରେ ପୀଡିତ ଥିଲା ବୋଲି କୁହାଯାଇଛି । ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜେଏନ କନସୋଟିଆଙ୍କ ସୂଚନା ଅନୁଯାୟୀ ସୋମବାର ସକାଳେ ଶାଶା ତାର ବାଡ଼ ଭିତରେ ମରି ପଡ଼ିଥିଲା। ଏହାର ମୃତ୍ୟୁ କେବେ ହୋଇଥିଲା ତାହା କହିବା କଷ୍ଟକର ବୋଲି ସେ କହିଛନ୍ତି । ଗତ ବର୍ଷ ସେପ୍ଟେମ୍ବର... Read More