0 Comment
ବର୍ମିଂହାମ୍ : ମହିଳା ଟି-୨୦ କ୍ରିକେଟ୍ର ଦ୍ରୁତତମ ଶତକ ହାସଲକାରୀ ଡିଣ୍ଡ୍ରା ଡଟିନ୍ ୱେଷ୍ଟଇଣ୍ଡିଜ୍ ପାଇଁ ଆଉ ଖେଳିବେ ନାହିଁ। ଟ୍ବିଟର୍ ଜରିଆରେ ସେ ନିଜ ଅବସର ଘୋଷଣା କରି ଦେଇଛନ୍ତି। କିନ୍ତୁ ଏହି ପ୍ରତିଷ୍ଠିତ ଅଲରାଉଣ୍ଡର୍ ବିଶ୍ବବ୍ୟାପୀ ଘରୋଇ କ୍ରିକେଟ୍ ଲିଗ୍ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି। ୱେଷ୍ଟଇଣ୍ଡିଜ୍ର ଦଳୀୟ ଶିବିର ଏବଂ ଏହାର ପରିବେଶ ଗ୍ରହଣୀୟ ନଥିବାର ଆରୋପ ସହିତ ଡଟିନ୍ଙ୍କ ଅବସର ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ର ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି। ସମ୍ପ୍ରତି ବାର୍ବାଡସ୍... Read More