0 Comment
କରଞ୍ଜିଆ : ଅସୁସ୍ଥ ହାତୀଛୁଆକୁ ଛାଡ଼ି ପଳାଇଲା ମାଆ । କରଞ୍ଜିଆ ବନଖଣ୍ଡର ଭଅଁରା ହୁଡିସାହି ନିକଟରେ ଅସୁସ୍ଥ ହାତୀ ଛୁଆ ଉଦ୍ଧାର । ଅସୁସ୍ଥ ହାତୀ ଛୁଆକୁ ଉଦ୍ଧାର କରିବା ସହ ଚିକିତ୍ସା ଆରମ୍ଭ କରିଛନ୍ତି କରଞ୍ଜିଆ ବନଖଣ୍ଡ ଅଧିକାରୀ। ସୂଚନା ଅନୁସାରେ ଗତକାଲି ୨୨ ଟିକିଆ ହାତୀପୋଲ କେନ୍ଦୁଝର ବନଖଣ୍ଡରୁ କରଞ୍ଜିଆ ବନଖଣ୍ଡର ବଡ଼ଦେଉଳି ଗାଁ ଜଙ୍ଗଲକୁ ପ୍ରଵେଶ କରିଥିବା ବେଳେ ହାତୀ ଛୁଆଟି ଅସୁସ୍ଥ ହେବାରୁ ମାଆ ଛାଡି ପଳାଇଛି । ଜୀବନ... Read More