0 Comment
ନୂଆଦିଲ୍ଲୀ : ଓଡ଼ିଶାରେ ବିଧାନସଭାର ୧୪୭ ଓ ଲୋକସଭାର ୨୧ଟି ଆସନରେ ନିର୍ବାଚନ ପାଇଁ ୪ଟି ପର୍ଯ୍ୟାୟରେ ମତଦାନ ହେବ । ମେ ‘୧୩, ୨୦ , ୨୫ ଏବଂ ଜୁନ ପହିଲାରେ ହେବ ମତଦାନ। ଆସନ୍ତୁ ନଜର ପକାଇବା, ସଂସଦୀୟ କ୍ଷେତ୍ର ଅନୁସାରେ ଓଡ଼ିଶାରେ କେଉଁଠି ଓ କେବେ ମତଦାନ ହେବ । ମେ’ ୧୩ ପ୍ରଥମ ପର୍ଯ୍ୟାୟ – କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ମେ’ ୨୦ – ଦ୍ୱିତୀୟ ପର୍ଯ୍ୟାୟ –... Read More