0 Comment
ନୂଆଦିଲ୍ଲୀ : ଧର୍ମଶାଳାରେ ଖେଳାଯାଉଛି ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ । କୁଲଦୀପ-ଅଶ୍ଵିନଙ୍କ ଜଲଓ୍ଵା ପରେ ଗର୍ଜିଲାଙ୍କ ଓପନରଙ୍କ ବ୍ୟାଟ । ଶେଷ ମ୍ୟାଚ୍ରେ କମାଲ୍ କଲେ ଜଶସ୍ବୀ ଜୈସ୍ଓ୍ବାଲ୍ । ପ୍ରଥମରୁ ହିଁ ଇଂଲଣ୍ଡ ଟିମ୍ ପାଇଁ ହୋଇଛନ୍ତି ଘାତକ । ୪ ବଲ୍ରେ ମାରିଛନ୍ତି ୩ ଛକ୍କା । ଶେଷ ମ୍ୟାଚ୍ରେ ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡର ଭଲ ଆରମ୍ଭ ହୋଇଥିଲା, କିନ୍ତୁ ଚାପରେ ପଡ଼ିବା... Read More