0 Comment
କେନ୍ଦୁଝର, (ନିପ୍ର) ପାନୀୟଜଳ ପ୍ରକଳ୍ପ ଅଚଳ ହୋଇଯାଇଥିବାରୁ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ସଙ୍ଗମ ଓ ଡଙ୍ଗାଚୁଆ ଗ୍ରାମରେ ଜଳ ସଂକଟ ଉତ୍କଟ ହୋଇଛି। ସଙ୍ଗମଠାରେ ଏକ ପାନୀୟଜଳ ପ୍ରକଳ୍ପ ନିର୍ମାଣ କରାଯାଇ ପାଇପ୍ ଯୋଗେ ଜଳ ଯୋଗାଣ ହେଉଥିଲା। ୧୫ଦିନ ହେଲା ଏହି ପ୍ରକଳ୍ପ ଅଚଳ ହୋଇପଡ଼ିଛି। ଫଳରେ ଗାଁରେ ଥିବା ଏକମାତ୍ର ନଳକୂପ ଉପରେ ୫୦ରୁ ଊର୍ଦ୍ଧ୍ବ ପରିବାର ନିର୍ଭର କରୁଛନ୍ତି। ନଳକୂପରୁ ଅଳ୍ପଅଳ୍ପ ପାଣି ବାହାରୁଛି। ବାଲଟିଏ ପାଣି ପାଇଁ ମହିଳାମାନେ ଘଣ୍ଟାଘଣ୍ଟା... Read More