0 Comment
ବଲାଙ୍ଗିର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣ ଉତ୍ସବର ନିମନ୍ତ୍ରଣ ନିମନ୍ତେ ଆଜି ବଲାଙ୍ଗୀର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ଆୟୋଜନ ପୂର୍ବକ ପୁରୀରୁ ଆସିଥିବା ୪ ଜଣିଆ ସେବାୟତ ତଥା ଅଧିକାରୀଙ୍କୁ ସ୍ଵାଗତ କରାଯାଇଛି । ନିମନ୍ତ୍ରଣ ଦେବାକୁ ଆସିଥିବା ଦଳ ଜିଲ୍ଲା ପ୍ରଶାସନ ପାଖରେ ମନ୍ଦିର ଧର୍ମସ୍ଥଳୀର ମୁଖ୍ୟ ଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ । ଆଜି ପୂର୍ବାହ୍ନ ରେ ଜିଲ୍ଲା ପରିଷଦ ଠାରେ ମୁଖ୍ୟ... Read More