0 Comment
ଲକ୍ଷ୍ନୌ : ସମାଜପାର୍ଟି ନେତା ଆଜମ ଖାନଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଘୃଣା ଭାଷଣ ପ୍ରସଙ୍ଗରେ ତାଙ୍କୁ ରାମପୁରର ଏମପି-ଏମଏଲଏ କୋର୍ଟ ୩ ବର୍ଷର ଦଣ୍ଡାଦେଶ କରିଛନ୍ତି। ଏଥିସହିତ ୨୦୦୦ ଟଙ୍କାର ଜରିମାନା ବସାଯାଇଛି। ଏହାପରେ ତାଙ୍କର ବିଧାୟକ ପଦ ରଦ୍ଦ ହୋଇଛି। ଆଜମ ଖାନଙ୍କ ବିଧାୟକ ପଦ ଯିବା ପରେ ଆସନ୍ତାମାସ ୫ ତାରିଖରେ ରାମପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ତେବେ ଉପନିର୍ବାଚନରେ ଆଜମ ଖାନ ଭୋଟ ଦେଇପାରିବେ ନାହିଁ। ତାଙ୍କ ନାମ... Read More