0 Comment
ନୂଆଦିଲ୍ଲୀ : ୫ମ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୌସୁରରୁ ଚେନ୍ନାଇକୁ ଚାଲିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ । ଦକ୍ଷିଣ ଭାରତର ଏହା ହେଉଛି ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ । ଏହି ଟ୍ରେନ୍ ଘଣ୍ଟାକୁ ୧୬୦ କିଲୋମିଟର ଗତିରେ ଚାଲୁଛି । ଚେନ୍ନାଇରୁ ବେଙ୍ଗାଲୁରୁ ମାତ୍ର ୩ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଟ୍ରେନରେ ଇଣ୍ଟେିଜେଣ୍ଟ ବ୍ରେକିଙ୍ଗ ସିଷ୍ଟମ ଲଗାଯାଇଛି... Read More