0 Comment
ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଆଇବିଏ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ଆୟୋଜନ ଅଧିକାର ଭାରତକୁ ମିଳିଛି। ନୂଆଦିଲ୍ଲୀଠା ରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି। ଏହି ସମ୍ମିଳନୀରେ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ସଂଘ (ଆଇବିଏ) ଏବଂ ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ (ବିଏଫ୍ଆଇ) ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷର କରାଯାଇଛି। ବିଶ୍ବ ବିଜେତା ନିଖତ ଜାରିନ୍ଙ୍କ ଉପସ୍ଥିତିରେ ଆଇବିଏ ସଭାପତି ଉମର କ୍ରେମ୍ଲେଭ୍ ଓ ବିଏଫ୍ଆଇ ସଭାପତି ଅଜୟ ସିଂହଙ୍କ ମଧ୍ୟରେ... Read More