0 Comment
କଟକ : ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏଣିକି ଲାଞ୍ଚନେବା ପ୍ରମାଣିତ ନହେଲେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ନାହିଁ। ଅଭିଯୁକ୍ତ ଆୟକର ବିଭାଗର ପୂର୍ବତନ ଟ୍ୟାକ୍ସ ଆସିଷ୍ଟାଣ୍ଟଙ୍କ ବିରୋଧରେ ଲାଞ୍ଚ ଦାବି ଦିଗ ପ୍ରମାଣିତ କରିବାପାଇଁ ଉପଯୁକ୍ତ ପ୍ରମାଣ ନଥିବା ଏବଂ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ଚାଲିବା ପାଇଁ ପ୍ରଦାନ କରାଯାଇଥିବା ମଞ୍ଜୁରୀ ନିର୍ଦ୍ଦେଶରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ ସ୍ବତନ୍ତ୍ର ସିବିଆଇ ଅଦାଲତଙ୍କ ୨୦୧୬, ଜୁନ୍ ୧୮ର ଦଣ୍ଡାଦେଶକୁ ରଦ୍ଦ କରିଛନ୍ତି।... Read More