0 Comment
ନୂଆଦିଲ୍ଲୀ : ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳା ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହି ଫିଲ୍ମ କେରଳକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି । ‘ଦି କେରଳା ଷ୍ଟୋରି’ ବିରୋଧରେ ମାମଲା ରୁଜୁ ଦାବି ପରେ ଏବେ ସିପିଆଇ (ଏମ୍) ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ... Read More