0 Comment
ଆଡିଲେଡ୍: ଚଳିତ ଟି-୨୦ ବିଶ୍ବକପ୍ରେ ଆସନ୍ତା ଗୁରୁବାର ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ଆହତକୁ ନେଇ ଭାରତୀୟ ଦଳ ଚିନ୍ତିତ ଥିଲା। ହେଲେ ସେ ଆହତରୁ ମୁକୁଳି ନେଟ୍ସକୁ ଫେରିବା ପରେ ଦଳର ଚିନ୍ତା ଦୂର ହୋଇଛି। ସେମିଫାଇନାଲ୍ ପାଇଁ ମଙ୍ଗଳବାର ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିଲା ବେଳେ ଦଳର ଥ୍ରୋଡାଉନ୍ ବିଶେଷଜ୍ଞ ଏସ୍ ରାଘବେନ୍ଦ୍ରଙ୍କ ଏକ ସର୍ଟ ବଲ୍ ରୋହିତଙ୍କ ଡାହାଣ ହାତରେ ଜୋର୍ରେ ବାଜିଥିଲା। ପୁଲ୍ ସର୍ଟ ଖେଳିବାକୁ ପ୍ରୟାସ... Read More