0 Comment
ସିଡନୀ: ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲରେ ବୁଧବାର ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହେବେ । ନ୍ୟୁଜିଲାଣ୍ଡ କାଗଜରେ ବହୁତ ଶକ୍ତିଶାଳୀ ଦେଖାଯାଇପାରେ, କିନ୍ତୁ ଅପ୍ରତ୍ୟାଶିତ ଫଳାଫଳ ଦେବା ପାଇଁ ପରିଚିତ ପାକିସ୍ତାନ ବିପକ୍ଷରେ କେନ୍ ଓ୍ବିଲିୟମସନଙ୍କ ଦଳକୁ ଇତିହାସ ବଦଳାଇବାକୁ ପଡ଼ିବ। ସେମିଫାଇନାଲକୁ ପାକିସ୍ତାନର ଯାତ୍ରା ଉତ୍ଥାନ ପତନ ଦେଇ ଗତି କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ଆୟର୍ଲାଣ୍ଡକୁ ପରାସ୍ତ କରି ଗ୍ରୁପ୍-୧ର ଶୀର୍ଷରେ ରହି ଶେଷ-୪ରେ ପ୍ରବେଶ କରିଥିଲା... Read More