0 Comment
ସିମଲା : ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଆଜି ବିଜେପି ନିର୍ବାଚନୀ ଇସ୍ତାହାର ଜାରି କରିଛି । ରାଜ୍ୟରେ ‘ୟୁନିଫର୍ମ ସିଭିଲ୍ କୋଡ୍’ ପ୍ରଚଳନ କରିବ ବୋଲି ପ୍ରତିଶ୍ରୁତ ଦେଇଛି। ନିର୍ବାଚନୀ ଇସ୍ତାହାର ‘ସଙ୍କଳ୍ପ ପତ୍ର ୨୦୨୨’ ଜାରି କରି ବିଜେପି ସଭାପତି ଜେ. ପି. ନଡ୍ଡା କହିଛନ୍ତି ଯେ, ‘ୟୁନିଫର୍ମ ସିଭିଲ୍ କୋଡ୍’ ପ୍ରଚଳନ ନିମନ୍ତେ ବିଶେଷଜ୍ଞ କମିଟି ଗଢ଼ାଯିବ। କମିଟିର ରିପୋର୍ଟ ଆଧାରରେ ତାହା ଲାଗୁ କରାଯିବ। ଏହାଛଡ଼ା, ପର୍ଯ୍ୟାୟକ୍ରମେ ୮ ଲକ୍ଷ... Read More