0 Comment
ନୂଆଦିଲ୍ଲୀ : ମହାଠକ ସୁକେଶ ଚନ୍ଦ୍ରଶେଖର ଆମ୍ ଆଦମୀ ପାର୍ଟି (ଆପ୍) ନେତାଙ୍କ ବିରୋଧରେ ଆଉ ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି । ଏଥର ସେ ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଛନ୍ତି । ତାଙ୍କ ଓକିଲମାନଙ୍କୁ ପଠାଇଥିବା ଏକ ଚିଠିରେ ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି ଯେ ସେ ଦିଲ୍ଲୀର ଉପରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ଦିନଠାରୁ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲର ପୂର୍ବତନ ଡିଜି ମାଧ୍ୟମରେ... Read More