0 Comment
ଝାରସୁଗୁଡା : ଝାରସୁଗୁଡ଼ା ଅନ୍ତର୍ଗତ କିର୍ମିରା ବ୍ଳକ ଭଉଁରା ନିକଟରେ ଦନ୍ତା ଆତଙ୍କ । ଘରଦ୍ୱାର ଭାଙ୍ଗିବା ସହ ଗାଁରେ ଆତଙ୍କ ଖେଳାଇଛନ୍ତି ହାତୀ ପଲ । ସେହିଭଳି ଶୋଇଥିବା ବେଳେ ମା’ କୋଳରୁ ଟାଣି ନେଇ ଦୁଇ ପିଲାଙ୍କୁ ଦଳିଦେଇଛି ହାତୀ । ହାତୀ ଆକ୍ରମଣରେ ୨ ଭାଇଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା-ମାଆ ଗୁରୁତର ହୋଇଛନ୍ତି । ସେମାନେ ଛତିଶଗଡ଼ ରାଜ୍ୟ ଶକ୍ତି ଅଞ୍ଚଳର ଜଣାପଡିଛି । ମୃତ ନାବାଳକ ଧନଞ୍ଜୟ ସତନମୀ(୯) ଓ... Read More