0 Comment
ନୂଆଦିଲ୍ଲୀ : ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଉପ-ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସକାଳ ୭ ଟାରୁ ଆରମ୍ଭ ହୋଇଥିବା ଭୋଟିଂ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ । ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ୬ଟି ରାଜ୍ୟର ଏହି ଉପନିର୍ବାଚନକୁ ଟ୍ରେଲର ବୋଲି କୁହାଯାଉଛି । ଏହି ୭ଟି ବିଧାନସଭା ଆସନରେ ବିଜେପି ଓ ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ସିଧାସଳଖ ଟକ୍କର ହେବ । ବିହାର,... Read More