0 Comment
ଜଗତସିଂହପୁର : ପରଲୋକରେ ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ବିଶ୍ଵନାଥ ଦାସ। ମୃତ୍ୟୁ ବେଳକୁ ତାଙ୍କୁ ୧୦୬ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଦେହାନ୍ତ ହୋଇଛି। ସୂଚନା ଯେ, ୧୯୧୭ ମସିହା ଜୁନ୍ ୧୭ ତାରିଖରେ ଜଗତସିଂହପୁର ଜିଲା ଭଗବାନ ସିଣ୍ଢଳ ଗାଁରେ ପିତା ଘନଶ୍ୟାମ ଦାସ ଓ ମାତା ବେଲ ଦେଇଙ୍କ କୋଳ ମଣ୍ଡନ କରିଥିଲେ ବିଶ୍ଵନାଥ । ପରେ ସେ ମହାତ୍ମା ଗାନ୍ଧୀଙ୍କ ଡ଼ାକରାରେ ଅନୁପ୍ରାଣିତ ହୋଇ ୧୬ ବର୍ଷ... Read More