0 Comment
ନୂଆଦିଲ୍ଲୀ : ଆଜି ସିଏଏ (ନାଗରିକତା ସଂଶୋଧନ ଆଇନ) ପ୍ରସଙ୍ଗରେ ସୁପ୍ରିମକୋର୍ଟ ୨୩୨ ଆବେଦନର ଶୁଣାଣି କରିବେ। ସିଏଏର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଂଜ କରି ହୋଇଥିବା କିଛି ପିଟିସନ୍ ଏଥିରେ ଅନ୍ତର୍ଭୁକ୍ତ। ୯ ଦିନ ଦୀପାବଳି ଛୁଟି ପରେ ସୁପ୍ରିମକୋର୍ଟ ଆସନ୍ତାକାଲି ଖୋଲିବ। ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ଏବଂ ଜଷ୍ଟିସ ଏସ ରବିନ୍ଦ୍ର ଭଟ, ବେଲା ଏମ୍ ତ୍ରିବେଦୀ ୨୩୨ ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଏଥିମଧ୍ୟରୁ ଅଧିକାଂଶ ହେଉଛି ପିଆଇଏଲ। ସୂଚନା... Read More