0 Comment
ବାରିପଦା : ଆସନ୍ତା ନଭେମ୍ବର ୧ ତାରିଖ (ମଙ୍ଗଳବାର)ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ। ରାତ୍ରିଯାପନ ପାଇଁ ଆଗୁଆ ଅନଲାଇନ୍ ବୁକିଂ କରିବାକୁ ପଡ଼ିବ। ଆଉ ଭିତରକୁ ପ୍ରବେଶ ପାଇଁ ଦିନକୁ ୬୦ଟି ଗାଡ଼ିକୁ ଅନୁମତି ଦିଆଯିବ ବୋଲି ଶିମିଳିପାଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଟି. ଆଶୋକ କୁମାର କହିଛନ୍ତି। ଗୋଟିଏ ଦିନରେ ପ୍ରଥମେ ଆସିଥିବା ୩୫ଟି ଚାରିଚକିଆ ଯାନ କାଳିଆଣି ତନଖି ଫାଟକ, ଯଶିପୁର ଦେଇ ଓ ବାକି ୨୫ଟି ଗାଡ଼ି... Read More