0 Comment
ମୁମ୍ବାଇ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ-ଗଣେଶଙ୍କ ଫଟୋ ଛାପିବାକୁ ଦାବି କରିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ଏହି ପ୍ରସଙ୍ଗରେ ଏବେ ଦେଶର ବିଭିନ୍ନ ସ୍ଥାନରୁ ବିଭିନ୍ନ ଦାବି ଉଠିବାରେ ଲାଗିଛି । ଏହାରି ଭିତରେ ବିଜେପି ନେତା ନୀତୀଶ ରାଣେ ମଧ୍ୟ ଏକ ଦାବି ରଖିଛନ୍ତି । ଭାରତୀୟ ନୋଟରେ ମରାଠା ଆଇକନ୍ ଛତ୍ରପତି ଶିବାଜୀଙ୍କ ଚିତ୍ର ରଖିବାକୁ ସେ ଦାବି କରିଛନ୍ତି। ଏହାଛଡ଼ା ସେ ଶିବାଜୀଙ୍କ... Read More