0 Comment
ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ବୁଧବାର ଆଉ ଏକ ବିପର୍ଯ୍ୟୟ ଘଟିଛି । ଆୟର୍ଲାଣ୍ଡ ୨୦୧୦ ଚାମ୍ପିୟନ୍ ଇଂଲଣ୍ଡକୁ ହରାଇ ଦେଇଛି | ଆୟର୍ଲାଣ୍ଡ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ଇଂଲଣ୍ଡକୁ ୫ ରନରେ ହରାଇଛି | ଆୟର୍ଲାଣ୍ଡ ଏହି ସ୍ମରଣୀୟ ବିଜୟ ସହ ନିଜ ସୁପର-୧୨ ଅଭିଯାନ ଆରମ୍ଭ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ୧୯.୨ ଓଭରରେ ୧୫୭ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦଳ ପକ୍ଷରୁ... Read More