0 Comment
ଭୁବନେଶ୍ୱର : ଓଡ଼ିଶାକୁ ଦେଶର ଶିଳ୍ପାୟନ କେନ୍ଦ୍ରସ୍ଥଳ ରୂପେ ଗଢ଼ି ତୋଳିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ୟମ ଜାରି ରଖିଛନ୍ତି। ଦେଶ ବିଦେଶରେ ରାଜ୍ୟ ସରକାର ନିବେଶକ ସମ୍ମିଳନୀ ଆୟୋଜନ କରି ବଡ଼ ବଡ଼ ଶିଳ୍ପପତିମାନଙ୍କୁ ରାଜ୍ୟରେ ପୁଞ୍ଜି ନିବେଶ କରିବାକୁ ଆମନ୍ତ୍ରଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜିଠାରୁ ଆସୋସିଏସନ ଅଫ୍ ସାଉଥ୍ ଇଷ୍ଟ ଏସିଆନ ନେସନ୍ସ (ଆସିଆନ୍)ର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ପ୍ରତିନିଧି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିପାଇନ୍ସ,... Read More