0 Comment
ଭୁବନେଶ୍ୱର : ଆସନ୍ତା ୨୮ ତାରିଖରୁ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବ ଏଫଆଇଏଚ ପ୍ରୋ ଲିଗ୍ ହକି । ଏଥିରେ ଭାରତ, ସ୍ପେନ ଓ ନ୍ୟୁଜିଲାଣ୍ଡ ଟିମ ଅଂଶଗ୍ରହଣ କରିବେ । ନଭେମ୍ବର ୬ ତାରିଖ ଯାଏଁ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଟି ଲେଖାଏଁ ମ୍ୟାଚ ଖେଳିବେ । ଭାରତ ଓ ନ୍ୟୁଜଲାଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ପୂର୍ବରୁ ଭାରତୀୟ ହକି ଦଳ ଭୁବନେଶ୍ୱରରେ ପହଞ୍ଚି... Read More