0 Comment
ପୁରୀ : ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ । ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯିବ ସହ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି । ରାତି ୧୨:୧୦ରେ ଦ୍ଵାର ଫିଟିବା ପରେ ମଇଲମ, ମଙ୍ଗଳ ଆଳତି, ତଡ଼ପ ଲାଗି, ଅବକାଶ ପୂଜା ହୋଇ ରାତ୍ର ୨.୨୫ରୁ ୨.୩୫ ମଧ୍ୟରେ ଗୋପାଳବଲ୍ଲଭ ଶେଷ ହୋଇଥିଲା । ଏହାପରେ ସକାଳଧୂପ, ବାଳଧୂପ ହୋଇ ଭୋର ୪ଟାରେ ନାରାୟଣ ଦେବ ସାଗର ବିଜେ କରିଥିଲେ। ୪.୩୦ ରୁ ୪.୪୦ ମଧ୍ୟରେ ଭୋଗମଣ୍ଡପ... Read More