0 Comment
ନୂଆଦିଲ୍ଲୀ: କଟକଣା ସତ୍ତ୍ୱେ ଜାତୀୟ ରାଜଧାନୀର ବହୁ ଅଞ୍ଚଳରେ ଦୀପାବଳି ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକେ ବାଣ ଫୁଟାଇଥିବା ଜଣାପଡ଼ିଛି । କେବଳ ଏତିକି ନୁହେଁ ଦିଲ୍ଲୀବାସୀ ଉଚ୍ଚ ଶବ୍ଦ ବିଶିଷ୍ଟ ବାଣ ମଧ୍ୟ ଫୁଟାଇଥିଲେ । ଦୀପାବଳିରେ ବାଣ ଫୁଟାଇଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା ଲାଗିବ ବୋଲି ଗତ ସପ୍ତାହରେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଚେତାବନୀ ଦେଇଥିଲେ । କିନ୍ତୁ ଏହାକୁ ଦିଲ୍ଲୀବାସୀ ଭ୍ରୂକ୍ଷେପ... Read More