0 Comment
କଟକ : ଓଡ଼ିଶା ପୋଲିସର ୬୩ତମ ସହିଦ ଦିବସ ପାଳିତ । ରାଜ୍ୟ ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି ପୋଲିସ ସହିଦ ଦିବସ । ଏହି ଅବସରରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସହିଦ ପୋଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୋଲିସ ଡିଜି । ସମାଜରେ ଶାନ୍ତି ବଜାୟର ରଖିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଦାନକୁ... Read More