0 Comment
ଭୁବନେଶ୍ୱର : ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ସହିତ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ଦର୍ଶକ । ନଭେମ୍ବର ୧ ତାରିଖରୁ ଶିମିଳିପାଳ ଖୋଲିବା ନେଇ ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ସୂଚନା ଦେଇଛନ୍ତି । ସକାଳ ୬ଟାରୁ ଅପରାହ୍ନ ୪ଟା ଯାଏ ଶିମିଳିପାଳ ଖୋଲା ରହିବ । ଶିମିଳିପାଳ ଯିବାକୁ ହେଲେ ଯଶିପୁର ଓ ବାରିପଦା ଦେଇ ଯିବାକୁ ପଡିବ । ଶିମିଳିପାଳ ଭିତରେ ଗୁଡିଗୁଡିଆ, କୁମାରୀ, ଜାମୁଆଣି... Read More