0 Comment
ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ମଙ୍ଗଳବାର ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ବୈଠକରେ ବୋର୍ଡର ସଭାପତି ଭାବେ ପୂର୍ବତନ କ୍ରିକେଟର୍ ରୋଜର ବିନ୍ନିଙ୍କ ନାମରେ ମୋହର ବାଜିବ। ନୂ୍ଆ ସଭାପତି ଭାବେ ସେ ସୌରଭ ଗାଙ୍ଗୁଲି ସ୍ଥାନ ନେବେ। ବିନ୍ନିଙ୍କ ସହ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିବା ସମ୍ପାଦକ ଜୟ ଶାହ, ଆଶିଷ ଶେଲର (କୋଷାଧ୍ୟକ୍ଷ), ରାଜୀବ ଶୁକ୍ଲା (ଉପସଭାପତି) ଓ ଦେବଜିତ ସାଇକିଆ (ଯୁଗ୍ମସମ୍ପାଦକ) ଙ୍କ ନାମ ଆନୁଷ୍ଠାନିକ... Read More