0 Comment
ହାଇଦ୍ରାବାଦ : ହାଇଦ୍ରାବାଦ ଓଡିଶା ଇନଭେଷ୍ଟର୍ସ ମିଟ ଅବସରରେ ଶିଳ୍ପପତିଙ୍କ ସହ ମୁଖ୍ୟମନ୍ତ୍ରୀ ଆଲାେଚନା କରିଛନ୍ତି । ଓଡ଼ିଶା ଆସି ପୁଞ୍ଜି ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। ଏହି ଅବସରରେ ମାଇକ୍ରୋସଫ୍ଟ ଏମଡି ରାଜୀବ କୁମାରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶା ସରକାରଙ୍କ ଆଇଟି ନୀତି ସଂପର୍କରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବାୟୋଟେକର ଅଧ୍ୟକ୍ଷ ଡ. କ୍ରିଷ୍ଣା ଏହାଙ୍କୁ ମଧ୍ୟ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ଵରରେ ପ୍ରସ୍ତାବିତ ଟିକା ପ୍ରସ୍ତୁତ ପ୍ଲାଣ୍ଟ ସଂପର୍କରେ... Read More