0 Comment
ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ମଧ୍ୟରେ ଲିଜ୍ ଟ୍ରସଙ୍କ ଆସନ ଟଳମଳ ହେବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଡାଉନିଙ୍ଗ୍ ଷ୍ଟ୍ରିଟରୁ ଚେତାବନୀ ସତ୍ତ୍ୱେ ବ୍ରିଟିଶ ସାଂସଦମାନେ ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ବହିଷ୍କାର କରିବାକୁ ଅଭିଯାନ ଆରମ୍ଭ କରିପାରନ୍ତି । କଞ୍ଜର୍ଭେଟିଭ୍ ପାର୍ଟିର ୧୦୦ ରୁ ଅଧିକ ସାଂସଦ ଟ୍ରସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ଭାବନା ରହିଛି । ମାସେ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ... Read More