0 Comment
ଆଠମଲ୍ଲିକ : ଆଠମଲ୍ଲିକ ମାଧପୁର ରେଞ୍ଜର ଗୌତମପୁର ଗ୍ରାମରେ ଅଘଟଣ । ହାତୀ ଆକ୍ରମଣରେ ଜଣେ ଗୁରୁତର । ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆ ଯାଇଥିଲା । ମାତ୍ର ରାସ୍ତା ନଥିବାରୁ ଗୁରୁତରଙ୍କୁ ଖଟିଆରେ ନିଆଯାଇଥିବାର ଦେଖିବାକୁ ମିଳିଥିଲା । ଗୌତମପୁର ଗ୍ରାମର ସୁରଜିତ ତ୍ରିକୀ ଘରୁ ଯାଉଥିବା ସମୟରେ ଏକ ହାତୀ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ତେବେ ଘଟଣା ସ୍ଥାନରେ ମୁମୁର୍ଷୁ ଅବସ୍ଥାରେ ପଡି ରହିଥିଲେ । ପାଖରେ ଥିବା ଲୋକମାନେ... Read More