0 Comment
ପର୍ଥ : ଟି-୨୦ ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରଖିଛି ଭାରତୀୟ ଦଳ। ଏହାରି ମଧ୍ୟରେ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିସାରିଥିବା ବେଳେ ଆଉ ଦୁଇଟି ବାକି ଅଛି । ବିଶ୍ୱକପ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟ୍କା ଦେଇଥିଲା ଖେଳାଳିଙ୍କ ଆହତ ସମସ୍ୟା । ଯାହାଲାଗି ଦଳରୁ ବାଦ୍ ପଡିଥିଲେ ଦ୍ରୁତ ବୋଲର ଜଶୀପ୍ରୀତ୍ ବୁମ୍ରାହ । ତାଙ୍କ ସ୍ଥାନରେ ଅଭିଜ୍ଞ ଖେଳାଳି ମହମ୍ମଦ ସାମିଙ୍କୁ ସାମିଲ କରାଯାଇଛି । ସେହିପରି ଷ୍ଟାଣ୍ଡବାଇରେ ମହମ୍ମଦ ସିରାଜ... Read More