0 Comment
ନୂଆଦିଲ୍ଲୀ: ଦଶହରା ଛୁଟି ପୂର୍ବରୁ ୭୫ଟି ତାଲିକାଭୁକ୍ତ ମାମଲାର ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଶୁକ୍ରବାର ନିର୍ଦ୍ଧାରିତ ଅବଧିରୁ ପ୍ରାୟ ପାଞ୍ଚ ଘଣ୍ଟା ଅଧିକ ସମୟ ବସିଥିଲା। ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ ରାତି ୯:୧୦ ପର୍ଯ୍ୟନ୍ତ ଲଗାତାର ୭୫ଟି ଯାକ ମାମଲାର ଶୁଣାଣି କରିଥିଲେ। ସକାଳେ ଯେତେବେଳେ ଅଦାଲତ କାର୍ଯ୍ୟ ଆରମ୍ଭ ହୋଇଥିଲା, ଜଣେ ଓକିଲ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହୋଇପାରିବ କି ନାହିଁ... Read More