0 Comment
ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଛି । ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କରାଯାଇଛି ଦାବି । ତେବେ କେନ୍ଦ୍ର ସରକାର ସୁନ୍ଦରଗଡ଼ରେ ଏମ୍ସର ପ୍ରସ୍ତାବ ନାହିଁ ବୋଲି କହିବା ପରେ ଆରମ୍ଭ ହୋଇଥିଲା ଆନ୍ଦୋଳନ । ଏଥିପାଇଁ ତିନିଦିନ ଧରି ପଶ୍ଚିମ ଓଡ଼ିଶା ଯୁବ... Read More