0 Comment
ନାଇଫ୍ ଅସ୍ତ୍ରୋପଚାର ପରି ଅତ୍ୟାଧୁନିକ ଚିକିତ୍ସା ମାନ ରହିଛି। ତେବେ କୌଣସି ବି ଚିକିତ୍ସା ପଦ୍ଧତିରେ ଆକ୍ରାନ୍ତ ଶରୀରରୁ କର୍କଟ କୋଷ ବା ଟ୍ୟୁମର ସଂପୂର୍ଣ୍ଣ ଦୂରୀଭୂତ ହୋଇନଥାଏ। ତେଣୁ କିଛି ଦିନ ସୁସ୍ଥ ରହିଲା ପରେ ପୁଣି କର୍କଟ ଦେଖାଦେଇଥାଏ। ମାତ୍ର ଭେଷଜ ଇତିହାସରେ ପ୍ରଥମ ଥର ପାଇଁ ମଳଦ୍ବାର କର୍କଟ ରୋଗୀଙ୍କ ଠାରେ ଔଷଧ ପ୍ରୟୋଗ ହିଁ ସେମାନଙ୍କ ଶରୀରରୁ କର୍କଟ କୋଷଗୁଡ଼ିକୁ ସମୂଳ ଅନ୍ତର୍ଦ୍ଧାନ କରିଦେଇଥିବା ଜଣାଯାଇଛି। ସୂଚନାନୁଯାୟୀ, ନ୍ୟୁୟର୍କ ସହରର ମାନହଟନ୍... Read More