0 Comment
ନୂଆଦିଲ୍ଲୀ : ଗତ ଜୁନ ମାସରେ ଦେଶର ଜିଏସଟି ରାଜସ୍ବ ସଂଗ୍ରହ ୧୪୪,୬୧୬ କୋଟିରେ ପହଞ୍ଚିଛି । ଏହା ଜୁନ ୨୦୨୧ ତୁଳନାରେ ୫୬ ପ୍ରତିଶତ ଅଧିକ ହୋଇଥିବା ବେଳେ ମେ ୨୦୨୨ର ରେକର୍ଡ ୧୪୦,୮୮୫ କୋଟିର ଜିଏସଟି ରାଜସ୍ବଠାରୁ ୩ ପ୍ରତିଶତ ଅଧିକ । ଜୁନ ମାସରେ ସଂଗ୍ରହ ହୋଇଥିବା ୧୪୦,୮୮୫ କୋଟିର ଜିଏସଟି ମଧ୍ୟରୁ କେନ୍ଦ୍ରୀୟ ଜିଏସଟି ଟ. ୨୫,୩୦୬ କୋଟି, ରାଜ୍ୟ ଜିଏସଟି ଟ.୩୨,୪୦୬ କୋଟି, ଇଣ୍ଟିଗ୍ରେଟେଡ ଜିଏସଟି ୭୫୮୮୭ କୋଟି ଟଙ୍କା... Read More