0 Comment
ଗାନ୍ଧିନଗର: ଗୁଜରାଟରେ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଥିବା ବେଳେ ରାଜ୍ୟ କ୍ୟାବିନେଟରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ରାଜେନ୍ଦ୍ର ତ୍ରିବେଦୀଙ୍କ ଠାରୁ ରାଜସ୍ୱ ବିଭାଗକୁ କାଢ଼ି ନିଆଯାଇଛି । ସେହିପରି ସଡ଼କ ଓ ନିର୍ମାଣ ମନ୍ତ୍ରଣାଳୟକୁ ପୁର୍ଣ୍ଣେଶ ମୋଦୀଙ୍କଠାରୁ ପ୍ରତ୍ୟାହାର କରାଯାଇଛି। ଉଭୟ ମନ୍ତ୍ରଣାଳୟକୁ ଏବେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ନିଜ ପାଖରେ ରଖିଛନ୍ତି । ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ ତ୍ରିବେଦୀ ଆଇନ ଏବଂ... Read More