0 Comment
ନବରଙ୍ଗପୁର: ମଧ୍ୟାହ୍ନ ଭୋଜନ ପରିବହନ ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବେ ବେଳେ ଧରାପଡିଲେ ଆକାଉଣ୍ଟାଣ୍ଟ। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ମଧ୍ୟାହ୍ନ ଭୋଜନ ପରିବହନ ବାବଦରେ ଥିବା ବିଲ୍ କରାଇଦେବା ପାଇଁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନବରଙ୍ଗପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ବିକାଶ ସାନା ଭିଜିଲାନସ୍ ହାତରେ ଧରାପଡିଛନ୍ତି। ଶ୍ରୀ ସାନା ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ଓ ... Read More