0 Comment
ଅଚ୍ୟୁତପୁରମ୍ : ଆନ୍ଧ୍ରପ୍ରଦେଶର ଅଚ୍ୟୁତପୁରମ୍ରେ ଥିବା କେମିକାଲ୍ କମ୍ପାନିରେ ବିଷାକ୍ତ ଗ୍ୟାସ ଲିକ୍ । ଘଟଣାଟି ସନ୍ଧ୍ୟା ୬ଟା ୧୫ରୁ ୭ଟା ମଧ୍ୟରେ ଘଟିଛି। ଅପରାହ୍ଣ ୨ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ କାରଖାନରେ ଚାଲିଥିବା ଦ୍ବିତୀୟ ସିଫ୍ଟ୍ରେ ପ୍ରାୟ ୧୦୦୦ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅସୁସ୍ଥତା ଅନୁଭବ କରୁଥିବା କଥା ଜଣାଇଥିଲେ। ବାକି କର୍ମଚାରୀମାନଙ୍କୁ କାରଖାନାରୁ ସ୍ଥାନାନ୍ତର କରାଯାଇଥିଲା। ପରସ୍ଥିତି ନିୟନ୍ତ୍ରଣାଧୀନ ଅଛି। କମ୍ପାନିରୁ ଗ୍ୟାସ୍ ଲିକ୍ ହେବା ଘଟଣାର ତଦନ୍ତ... Read More